Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିନିୟର ବୁଶଙ୍କ ଦେହାନ୍ତ

    Share on :
    Date: Dec 1, 2018    Views: 77

    ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ହର୍ବଟ ୱାକର ବୁଶଙ୍କ ଦେହାନ୍ତ ହୋଇଯାଇଛି । ବୁଶ ୧୯୮୯ରୁ ୧୯୯୩ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଥିଲେ । କିଛିମାସ ପୂର୍ବରୁ ବୁଶଙ୍କର ପତ୍ନୀ ବରାବରାଙ୍କର ମୃତୁ୍ୟ ହୋଇଥିଲା । ଏପି୍ରଲମାସରୁ ସେ ଆଇସିୟୁରେ ଥିଲେ । ଦେଶର ୪୧ତମ ରାଷ୍୍ରପତି ସିନିୟର ବୁଶ ଥିଲେ କନେକ୍ଟିକଟର ସିନିୟର ପ୍ରେସକ୍ରାଟଙ୍କ ପୁଅ । ବୁଶ ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଶୀତଳ ଯୁଦ୍ଧକୁ ଶେଷ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହା ସହିତ କୁଏତରୁ ଇରାକୀ ସେନା ହଟାଇବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook