Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସେଲଟର ହୋମରେ ଝିଅମାନଙ୍କୁ ଚୁମ୍ବନ ଦେଉଥିଲେ ବିଦେଶୀ

    Share on :
    Date: Dec 1, 2018    Views: 283

    ଢେ଼ଙ୍କାନାଳ: ଢେ଼ଙ୍କାନାଳରେ ଥିବା ସେଲଟର ହୋମରେ ଝିଅମାନଙ୍କୁ ଯୌନଶୋଷଣ କରାଯାଉଥିବା ନେଇ ଅଭିଯୋଗ ଆସିବା ପରେ ଗିରଫ ହୋଇଛନ୍ତି ସେଲଟରର ଇନଚାର୍ଜ ସୀମାଂଚଳ ଗିରଫ ହୋଇଛନ୍ତି । ଅପରପକ୍ଷରେ ସେଲଟରରେ ଚାଲିଥିବା ଆହୁରି ଜଘନ୍ୟ ଘଟଣା ପଦାକୁ ଆସିଛି । ସେଲଟରରେ ଚେୟାରମ୍ୟାନଙ୍କ ସହିତ ବିଦେଶୀ ମଧ୍ୟ ଆସି ଝିଅମାନଙ୍କୁ କିସ କରୁଥିଲେ, ହଗ କରୁଥିଲେ ଏବଂ ଆହୁରି କିଛି କରୁଥିଲେ ବୋଲି କହିଛନ୍ତି ସେଲଟରର ରୋଷେୟା । ବିଦେଶୀ ମାନେ ଚୁମ୍ବନ ଦେଉଥିବା ସେ ଦେଖିଛନ୍ତି ବୋଲି ମଧ୍ୟ କହିଛନ୍ତି । ଅପରପକ୍ଷରେ ଚେୟାରମ୍ୟାନ ଫଏଜ ରହେମାନ ଫେରାର ହୋଇଯାଇଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook