Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପୁଣି ଚାଷୀ ଆତ୍ମହତ୍ୟା

    Share on :
    Date: Dec 1, 2018    Views: 25

    ଭୁବନେଶ୍ୱର: ସୋନପୁର ଜିଲ୍ଲା ବିନିକା ବ୍ଲକର ଜଣେ ଚାଷୀ ଆଜି ଆତ୍ମହତ୍ୟା କରିଛନ୍ତି । ସିଂହିଯୁବା ଗ୍ରାମର ଭୁତୁଲ କର୍ଣ୍ଣ ଆଜି ସକାଳେ ବିଲକୁ ଧାନ କାଟିବାକୁ ଯାଉଥିବା ବେଳେ ସେଠାରେ ଥିବା ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଚାଷରେ ଚକଡ଼ା ପୋକ ଲାଗିଯାଇଥିବାରୁ ଧାନ ସବୁ ନଷ୍ଟ ହୋଇଯାଇଥିଲା । ଫଳରେ ଋଣ କରିଥିବା ଟଙ୍କା କିପରି ଶୁଝିବେ ବୋଲି ଭାବି ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook