Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ହାତୀ ଆକ୍ରମଣରେ ଜଣେ ମୃତୁ୍ୟ, ୨ ଆହତ

    Share on :
    Date: Dec 1, 2018    Views: 47

    ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ବଣାାଇ ଓ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଂଚଳରେ ହାତୀ ଆକ୍ରମଣରେ ଜଣେ ମୃତୁ୍ୟବରଣ କରିଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି । ବଣାଇର ତାମଡ଼ା ରେଞ୍ଜ କୁଲେଇବଗା ଗ୍ରାମର ଜଣେ ଲୋକ ସକାଳେ ବାହାରକୁ ଯାଇଥିବା ବେଳେ ହାତୀ ତାଙ୍କୁ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଯାଇଛି । ସେହିପରି ଟାଙ୍ଗୀର ଭୂଷଣ୍ଡପୁର ଷ୍ଟେସନ ନିକଟରେ ଗୋଟିଏ ହାତୀ ତାଣ୍ଡବ ରଚାଇଛି । ଏଥିରେ ଦୁଇଜଣ ଆହତ ହୋଇଛନ୍ତି । ନିକଟସ୍ଥ ଏକ ଟୁ୍ୟସନ ସେଂଟର ନିକଟରେ ପିଲାମାନଙ୍କ ସାଇକେଲକୁ ମଧ୍ୟ ଭାଙ୍ଗିରୁଜି ଦେଇଛି । 

    Maximum 500 characters

    ତାଜା ଖବର View all

    Find Us on Facebook