Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଦୁର୍ଘଟଣାରେ ବାପ-ପୁଅଙ୍କ ମୃତୁ୍ୟ

    Share on :
    Date: Dec 1, 2018    Views: 13

    ରାଉରକେଲା: ଗତକାଲି ରାତିରେ ରାଉରକେଲାର ବାଲୁଘାଟ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ବାପ ଓ ପୁଅ ଦୁଇଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ଗତକାଲି ରାତିରେ ବାପ ପୁଅ ରାସ୍ତା ପାର ହେଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ମୃତକମାନେ ହେଲେ ଶମ୍ଭୁନାଥ ସେଠୀ ଓ ମୁନା ସେଠୀ ।  ଗତକାଲି ରାତିରେ ଏହି ଦୁଇଜଣ ଟ୍ରକ ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ଅନ୍ୟ ଏକ ଟ୍ରକ ସେମାନଙ୍କୁ ପିଟି ଦେଇଥିଲା । ଘଟଣାସ୍ଥଳରେ ଉଭୟଙ୍କର ମୃତୁ୍ୟ ହୋଇଯାଇଥିଲା । ଏହି ଘଟଣାକୁ ନେଇ ଆଜି ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିବା ଜଣାପଡ଼ିଛି । 

    Maximum 500 characters

    ତାଜା ଖବର View all

    Find Us on Facebook