Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଟ୍ରକ ଓଲଟି ୩ ମୃତ

    Share on :
    Date: Nov 30, 2018    Views: 61

    ମୋହନା: ଘାଟିରେ ଓଲଟିଲା ଟ୍ରକ । ଆଉ ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ଯାଇଛି । ଆର. ଉଦୟଗିରି ଥାନା ବିଲେଇକୂଅଁ ଘାଟିରେ ଏକ ୧୦ ଚକିଆ ଟ୍ରକ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତୁ୍ୟ ହୋଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

    Maximum 500 characters

    ତାଜା ଖବର View all

    Find Us on Facebook