Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଦୁର୍ଘଟଣାରେ ଜଣେ ମୃତ, ୩ ଆହତ

    Share on :
    Date: Nov 30, 2018    Views: 77

    ବାଲେଶ୍ୱର: ସଦର ଥାନା ଇଶାନି ନିକଟରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଇଞ୍ଚୁଡ଼ିର ୨୦ ବର୍ଷୀୟ ରାଜୁ ଦଳାଇ । ଆହତମାନେ ହେଲେ ଶିବା ମାରାଣ୍ଡି(୨୦), ଦୀପୁ ବିଶ୍ରା(୧୮) ଓ ବାପୁନୁ ମାରାଣ୍ଡି(୧୯) । ଏମାନେ ସମସ୍ତେ ସଦର ଥାନା ଅନ୍ତର୍ଗତ ତେନ୍ତୁଳି ମୁଣ୍ଡା ଅଞ୍ଚଳ ବୋଲି ଜଣାପଡ଼ିଛି । ସମସ୍ତ ଆହତଙ୍କୁ ନିକଟକସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook