Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରାଜରାସ୍ତାରେ ନିଜର ଚିତ୍ର ଦେଖି କାନ୍ଦିଲେ ହକି ଖେଳାଳି

    Share on :
    Date: Nov 29, 2018    Views: 372

    ଭୁବନେଶ୍ୱର: ହକି ବିଶ୍ୱ କପ-୨୦୧୮ ପାଇଁ ରାଜଧାନୀର ରାଜରାସ୍ତା କାନ୍ଥରେ ବିଭିନ୍ନ ପ୍ରକାର ଚିତ୍ର କରାଯାଇଛି । ତେବେ ଉକ୍ତ କାନ୍ଥରେ ନିଜର ଏକ ଚିତ୍ର ଦେଖି ଜଣେ ହକି ଖେଳାଳି ଭାବ ବିହ୍ୱଳ ହୋଇ କାନ୍ଦି ପକାଇଛନ୍ତି । ସମ୍ପୃକ୍ତ ଖେଳାଳି ଜଣକ ହେଉଛନ୍ତି  ୨୦୧୬ ଅଲିମ୍ପିକ ପଦକ ବିଜେତା ବି୍ରଟେନର ସାମନ୍ଥା କ୍ୱେକ । ରାଜଧାନୀରେ ଯାତ୍ରା କରୁଥିବାବେଳେ ସେ ନିଜର ଚିତ୍ର ଦେଖିବା ପରେ କିଛି ସମୟ ପାଇଁ ସେଠାରେ ରହିଯାଇଥିଲେ । ପରେ ଚିତ୍ରଟିକୁ ସେ ଦେଖି ଦେଖି କାନ୍ଦି ପକାଇଥିଲେ । ନିଜର ଚିତ୍ର ଭୁବନେଶ୍ୱରରେ ଅଙ୍କାଯାଇଥିବାରୁ ସାମନ୍ଥା ଟ୍ୱିଟ ଯୋଗେ ନିଜର ଖୁସି ଜାହିର କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook