Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ୩ ପୁଲିସ କର୍ମଚାରୀ ନିଲମ୍ବିତ

    Share on :
    Date: Nov 29, 2018    Views: 307

    କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର କୋର୍ଟ ପରିସରରୁ ୨ ଜଣ ବିଚାରାଧୀନ କଏଦୀ ଚମ୍ପଟ ମାରିବା ଘଟଣାରେ ୩ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

    ସମ୍ପୃକ୍ତ କର୍ମଚାରୀମାନଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଛନ୍ତି । ଡୁ୍ୟଟିରେ ଖିଲାପ ନେଇ ଜଣେ ହାବିଲଦାର ଓ ୨ ଜଣ କନଷ୍ଟେବଳଙ୍କୁ କୋରାପୁଟ ଏସପି ନିଲମ୍ବିତ କରିଛନ୍ତି । 

    ଗତକାଲି ଅପରାହ୍ନରେ କୋର୍ଟ ପରିସରରୁ ୨ ଜଣ କଏଦୀ ଚମ୍ପଟ ମାରିଥିଲେ । ଯାହାର ପରିଣାମ ସ୍ୱରୂପ ଏସପି ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । 

    Read more

    ୫ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୨୦ କର୍ମଚାରୀ ନିଲମ୍ବିତ

    ଶିମଲା :  ଭୋଟ ଗ୍ରହଣ ସମୟରେ କାର୍ୟ୍ୟରେ ଅବହେଳା ଅଭିଯୋଗରେ ୫ ଜଣ ପ୍ରିଜାଇଡିଂ ଅଧିକାରୀଙ୍କ ସମେତ ୨୦ ଜଣଙ୍କୁ ନିଲମ୍ବନ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ସେମାନଙ୍କୁ ନିଲମ୍ବନ କରିଛନ୍ତି । ନିର୍ବାଚନ ଦିନ ଏହି ଅଧିକାରୀମାନେ ମକ୍ ପୋଲକୁ ନ କାଟି ତା ଉପରେ ଭୋଟ ...

    Read more

    ୪ ଡାକ୍ତର ନିଲମ୍ବିତ

    ଭୁବନେଶ୍ୱର: ବାତ୍ୟା ବେଳେ ଦାୟିତ୍ୱରେ ଅବହେଳା ପାଇଁ ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି । ପୁରୀ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାର ୪ ଜଣ ଡାକ୍ତରଙ୍କୁ ନିଲମ୍ବନ କରାଯାଇଛି ।  ଚିଲିକା ନୂଆପଡ଼ା ସିଏଚସିର ୨ ଜଣ ଡାକ୍ତର ଯଥା ଡା. ଜାକେଶ ସାମନ୍ତରାୟ ଓ ଡା. ଜାହାନ ...

    Read more

    ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ ସହ ଗିରଫ ନିଦେ୍ର୍ଧଶ

    ଯାଜପୁର: ସୋମବାର ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ତେବେ ଏହି ନିର୍ବାଚନ ବେଳେ ଭୋଟରଙ୍କୁ ପ୍ରଭାବିତ କରିବା ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ମହଙ୍ଗା ପଡ଼ିଛି । ସମ୍ପୃକ୍ତ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରାଯିବା ସହ ଗିରଫ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି ...

    Maximum 500 characters

    ଆଂଚଳିକ View all

    Find Us on Facebook