Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଜଙ୍ଗଲରେ ଝୁଣିଦେଲା ଭାଲୁ

    Share on :
    Date: Nov 28, 2018    Views: 99

    ଉମରକୋଟ: ଉମରକୋଟ ବ୍ଲକ  ବିଏସପଦର ଗ୍ରାମରେ ଭାଲୁ ଆକ୍ରମଣରେ ଜଣକର ମୃତୁ୍ୟ ହୋଇଛି । ମୃତକ ଜଣକ ହେଲେ ଉକ୍ତ ଗ୍ରାମର ମନ୍ଦର ଭତ୍ରା ।

    ସେ ପିପଲପଦର ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବାବେଳେ ତାଙ୍କୁ ଭାଲୁ ଆକ୍ରମଣ କରିବା ସହ ଝୁଣି ଦେଇଥିଲା ।

    ତେବେ ତାଙ୍କ ସହ ଜଙ୍ଗଲ ଯାଇଥିବା ଅନ୍ୟ ୨ ଜଣ ଭାଲୁ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।  

    Maximum 500 characters

    ଆଂଚଳିକ View all

    Find Us on Facebook