ଭୁବନେଶ୍ୱରରେ ମାଧୁରୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଗତକାଲି ଆୟୋଜିତ ପୁରୁଷ ହକି ବିଶ୍ୱ କପର ଉଦଘାଟନୀ ଉତ୍ସବକୁ ନେଇ ଧକ ଧକ ଗାର୍ଲ ମାଧୁରୀ ଦୀକ୍ଷିତ ଟ୍ୱିଟ କରିଛନ୍ତି । ସେ ଟ୍ୱିଟ ମାଧ୍ୟମରେ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି ।  ସେହିପରି ଓଡ଼ିଶାରେ ମିଳିଥିବା ସ୍ନେହ ଓ ...