Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨ ଆତଙ୍କବାଦୀ ନିହତ

    Share on :
    Date: Nov 28, 2018    Views: 101

    ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନରେ ସେନାବାହିନୀକୁ ଏକ ବଡ଼ ଧରଣର ସଫଳତା ମିଳଛି । ସେନା ଗୁଳିରେ ବୁଧବାର ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । କାଶ୍ମୀରର ବଡ଼ଗାମ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇବା ପରେ ସେନା ଓ ପୁଲିସ ମିଳିତଭାବେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ସୁରକ୍ଷାକର୍ମୀମାନେ ପାଲଟା ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି । ଏହାକୁ ନେଇ ଫୁଲୱାମା ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହାକୁ ମିଶାଇ ଗତ ୮ ଦିନ ମଧ୍ୟରେ ୨୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । 

    Read more

    ୨ ଅପରାଧୀଙ୍କୁ ଏନକାଉଣ୍ଟର

    ଭୁବନେଶ୍ୱର: ଖୋର୍ଦ୍ଧାରେ ୨ ଅପରାଧୀଙ୍କୁ ଶୁକ୍ରବାର ଏନକାଉଣ୍ଟର କରାଯାଇଛି । ବେଗୁନିଆ ପୁଲିସର ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଛନ୍ତି ।

      ସେମାନେ ହେଲେ ପିଣ୍ଟୁ ମାଝୀ ଓ ଉମେଶ ସାହୁ ।  ସେମାନଙ୍କ ଗୋଡ଼ରେ ଗୁଳି ବାଜିଥିବାବେଳେ ସେମାନଙ୍କୁ ଖୋର୍ଦ୍ଧା ...

    Read more

    ଏନକାଉଣ୍ଟର: ଅପରାଧୀ ସମେତ ୪ ପୁଲିସ ଆହତ

    ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି । ଗୁଳି ବିନିମୟ ବେଳେ ଦୁର୍ଦ୍ଧାନ୍ତ ଅପରାଧୀ ମନୋଜ ସ୍ୱାଇଁ ଗୁରୁତର ଆହତ ହୋଇଛି । ମନୋଜ ନାମରେ ଏକାଧିକ  ଅପରାଧିକ ମାମଲା ରହିଛି । ତେଣୁ ତାକୁ ଧରିବା ପାଇଁ ପୁଲିସ ...

    Read more

    ପୁଲୱାମା ଆକ୍ରମଣ ମାଷ୍ଟରମାଇଣ୍ଡ ସମେତ ୩ ନିହତ

    ଜାମ୍ମୁ: ଜାମ୍ମୁ-କାଶ୍ମୀରର ପୁଲୱାମାରେ  ଦୀର୍ଘ ୮ଘଣ୍ଟା ଧରି ଗୁଳି ବିନିମୟ ହେବା ପରେ ସୁରକ୍ଷା କର୍ମୀଙ୍କୁ ସଫଳତା ମିଳିଛି । ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛି ପୁଲୱାମା ଅତ୍ମଘାତୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ ତଥା ଜୈଶ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook