Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ରାସ୍ତାରୁ ଯୁବକଙ୍କ କଟା ମୁଣ୍ଡ ଜବତ

    Share on :
    Date: Nov 28, 2018    Views: 175

    ଡେଲାଙ୍ଗ: ପିପିଲି-ଡେଲାଙ୍ଗ ରାସ୍ତାର ଓଡତରାବୋଇ ଛକରୁ ଜଣେ ଯୁବକଙ୍କ କଟା ମୁଣ୍ଡକୁ ପୁଲିସ ଜବତ ହୋଇଛି । ଏହା ସହ ଅନ୍ୟ ସ୍ଥାନରୁ ଯୁବକଙ୍କ ମୃତଦେହ ଜବତ କରାଯାଇଛି । ଦୁର୍ବୃତ୍ତମାନେ ଯୁବକଙ୍କୁ ମୁଣ୍ଡ କାଟି ହତ୍ୟା କରିବା ପରେ ମୁଣ୍ଡକୁ ରାସ୍ତା ଉପରେ ଫୋପାଡ଼ି  ମୃତଦେହକୁ ଅନ୍ୟ ସ୍ଥାନରେ ପକାଇ ଦେଇଛନ୍ତି ।

    ମୃତକ ଜଣକ ଡେଲାଙ୍ଗ ଇନ୍ଦିପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ପୁଲିସ ଏହି ଘଟଣାରେ ଜଣେ ଅଟୋ ଚାଳକଙ୍କୁ ଅଟକ ରଖିଛି । 

    Read more

    ଶବରୁ ଆଖି ତାଡ଼ିନେଲେ

    ଅନୁଗୁଳ: ଅନୁଗୁଳ ମେଡିକାଲରେ ଶବରୁ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି ।  ମୃତକଙ୍କ ବାପା ଏହି ଅଭିଯୋଗ ଆଣିଛନ୍ତି ।  ଗତକାଲି ରାତିରେ ୪ ବର୍ଷର ଝିଅକୁ ମେଡିକାଲକୁ ଆଣିଥିଲେ ବାପା । ବଅଁରପାଳ ବ୍ଲକ ନୂଆହତା ଗ୍ରାମରୁ ଅନୁଗୁଳ ମେଡିକାଲକୁ ଆଣିଥିଲେ । ତେବେ ...

    Read more

    ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

    ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ମହିଳାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।
     ଆଜି ସକାଳେ କୁଟଲିଂ ଜଙ୍ଗଲକୁ କିଛି ବ୍ୟକ୍ତି କାଠ ଆଣିବାକୁ ଯାଇଥିଲେ ...

    Read more

    କେନାଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

    ବାଲେଶ୍ୱର: ବାଲେଶ୍ୱର ବାଙ୍ଗୁରୁପଦା କେନାଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବତୀଙ୍କ ବେକରେ ରଶି ଚିହ୍ନ ଥିବାରୁ କେହି ତାଙ୍କ ହତ୍ୟା କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ସିମୁଳିଆ ପୋଲିସ ଘଟଣାରେ ଛାନଭିନ ଆରମ୍ଭ କରିଛି । 

     ଆଜି ସକାଳୁ ...

    Maximum 500 characters

    ଆଂଚଳିକ View all

    Find Us on Facebook