Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ଆଜି ଠାରୁ ହିଁ ଭଙ୍ଗା ହେବ ବିଧାୟକ କ୍ୱାର୍ଟର୍ସ, ସ୍ପଷ୍ଟ କଲେ ବାଚସ୍ପତି

ମୋବାଇଲରେ ଗପି ଶିକ୍ଷକ ନିଲମ୍ବିତ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଛତିଶଗଡ଼ ଗୃହମନ୍ତ୍ରୀ

ବାଇକ ଦୁର୍ଘଟଣାଗ୍ରସ୍ତ, ୨ ମୃତ

୭ ଲକ୍ଷ ଟଙ୍କାର ଧାନ ପାଉଁଶ

ବିଜେଡି ଓ ବିଜେପି ବିରୋଧରେ ବର୍ଷିଲେ ଶରତ

ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ଲିଙ୍ଗରାଜଙ୍କ ଚତୁଃପାଶ୍ୱର୍ରୁ ଉଚ୍ଛେଦ ଜାରି ରହିବ: ବିଏମସି କମିଶନର

ରଣଜୀ ଟ୍ରଫି, ଓଡ଼ିଶାର ଇନିଂସ ବିଜୟ

ରାଜ୍ୟସଭାରେ ଆଗତ ହେଲା ନାଗରିକତା ବିଲ

banner

କଳା

ମୁଖ୍ୟ ଖବର

    ତୃତୀୟ ବିବାହ ପାଇଁ ଚର୍ଚ୍ଚାରେ ରାହୁଲ ମହାଜନ

    Share on :
    ajab-Image
    Date: Nov 24, 2018    Views: 505

    ନୂଆଦିଲ୍ଲୀ: ତୃତୀୟ ବିବାହ ପାଇଁ ପୁଣି ଚର୍ଚ୍ଚାକୁ ଆସିଛନ୍ତି ରାହୁଲ ମହାଜନ । ଏଥର ବିଦେଶୀ ପତ୍ନୀଙ୍କୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରମୋଦ ମହାଜନଙ୍କ ପୁଅ ରାହୁଲ ମହାଜନ । ୪୩ ବର୍ଷ ବୟସରେ ୨୫ ବର୍ଷର ଜଣେ ମଡେଲଙ୍କୁ ଗତ ୨୦ ତାରିଖରେ ବିବାହ କରିଛନ୍ତି ରାହୁଲ । ପ୍ରଥମ ପତ୍ନୀ ଶ୍ୱେତା ସିଂ ଓ ଦ୍ୱିତୀୟ ପତ୍ନୀ ଡିମ୍ପି ଗାଙ୍ଗୁଲିଙ୍କୁ ଛାଡ଼ପତ୍ର ଦେବା ପରେ ପୁଣି କାଜାଖସ୍ତାନର ମଡେଲ ନାଟାଲ୍ୟା ଇଲିନାଙ୍କୁ ରାହୁଲ ମହାଜନ ବିବାହ କରିଛନ୍ତି । 

    ୨୦୦୬ରେ ପ୍ରଥମେ ପାରମ୍ପରିକ ରୀତିରେ ଶ୍ୱେତା ସିଂହଙ୍କୁ ବିବାହ କରିଥିଲେ ରାହୁଲ ମହାଜନ । ଏହା ପରେ ତାଙ୍କୁ ଛାଡ଼ପତ୍ର ଦେଇ ପୁଣି ଟିଭି ରିୟାଲିଟି ଶୋରେ ଡିମ୍ପି ଗାଙ୍ଗୁଲିଙ୍କ ହାତ ଧରିଥିଲେ । ଜାତୀୟ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିୟାଲିଟି ଶୋ ଦୁଲହନିଆ ଲେ ଯାଏଙ୍ଗେର ଡିମ୍ପିଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ରାହୁଲ । ହେଲେ ୨୦୧୪ରେ ଦୁହିଁଙ୍କ ବିବାହ ବିଚ୍ଛେଦ ହୋଇଥିଲା । 

    Maximum 500 characters

    କଳା View all

    Find Us on Facebook