Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଘୁଞ୍ଚିଲା ପୁଲିସ-ଓକିଲ ବିବାଦ ମାମଲାର ଶୁଣାଣି

    Share on :
    Date: Nov 9, 2018    Views: 189

    ଭୁବନେଶ୍ୱର: ଘୁଞ୍ଚିଲା ପୁଲିସ-ଓକିଲ ବିବାଦ ମାମଲାର ଶୁଣାଣି । ହୋଇକୋର୍ଟରେ ହେବାକୁ ଥିବା ଏହି ମାମଲାର ଶୁଣାଣି ସୋମବାରକୁ ଘୁଞ୍ଚିଛି । କ୍ରାଇମବ୍ରାଞ୍ଚ ଏହି ମାମଲାର ସମ୍ପୂର୍ଣ୍ଣଚାର୍ଜସିଟ ଦାଖଲ କରିନପାରିବାରୁ ଶୁଣାଣିକୁ ହାଇକୋର୍ଟ ସୋମବାର ପର୍ଯ୍ୟନ୍ତ ଘୁଞ୍ଚାଇଦେଇଛନ୍ତି । 

    ଏହି ମାମଲାର ତଦନ୍ତ ସାରିବାକୁ କ୍ରାଇମବ୍ରାଞ୍ଚ ଆଜି ଆଉ ୬ ସପ୍ତାହ ସମୟ ମାଗିଥିବାବେଳେ ଏତେ ସମୟ ଦେବାକୁ ହାଇକୋର୍ଟ ରୋକଠକ ମନା କରି ଦେଇଛନ୍ତି ।

    ଏଥିସହ ପୁଲିସ ଉପରୁ ନିଲମ୍ବନ ଉଠିବା ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook