Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦାନ୍ତ ପାଇଁ ଦନ୍ତାର ଶିକାର

    Share on :
    Date: Nov 9, 2018    Views: 79

    ପାଲଲହଡ଼ା: ବିପଦରେ ଏବେ ଗଜରାଜ । ନିକଟରେ ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ବିଦୁ୍ୟତ ଆଘାତରେ ୯ଟି ହାତୀର ମୃତୁ୍ୟ ହୋଇଥିବାବେଳେ ଏବେ ଦୁର୍ବୃତ୍ତଙ୍କ ଟାଗେର୍ଟରେ ଦନ୍ତା ।  ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ବଡ଼ଗୁଣ୍ଡୁରି ଜଙ୍ଗଲରେ ଏକ ଦନ୍ତାର ମୃତ ଦେହ ଉଦ୍ଧାର କରାଯାଇଛି ।

    ତେବେ ଦାନ୍ତ ପାଇଁ ଦୁର୍ବୃତ୍ତମାନେ ଦନ୍ତାହାତୀକୁ ଶିକାର କରିଥିବା ସୂଚନା ମିଳିଛି । 

    ଏନେଇ ବନବିଭାଗ ପକ୍ଷରୁ ଦନ୍ତାର ମୃତଦେହ ଉଦ୍ଧାର କରାଯାଇ ଘଟଣାର ତଦନ୍ତ କରାଯାଉଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook