Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆମ୍ବୁଲାନ୍ସ- ଅଟୋ ମୁହାଁମୁହିଁ, ଜଣେ ମୃତ

    Share on :
    Date: Nov 9, 2018    Views: 105

    ଘସିପୁରା: ମହୁଲଡିହା ଥାନା ଚିଆଁବେଡ଼ା ଛକ ନିକଟରେ ଏକ ଆମ୍ବୁଲାନ୍ସ ଓ ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।  ଏହି ଦୁର୍ଘଟଣାରେ ଜଣକର ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।

    ପ୍ରକାଶ ଯେ, ଆନନ୍ଦପୁର ଥାନା ଅନ୍ତର୍ଗତ ସୁଜଜାପାଳ ଗ୍ରାମର ଶ୍ୟାମସୁନ୍ଦର ହୋ ଏକ ଅଟୋ ନେଇ ଠାକୁରମୁଣ୍ଡା ଯାଇଥିଲେ ।

    ଗୁରୁବାର ବିଳମ୍ବିତ ରାତିରେ ଫେରୁଥିବାବେଳେ ମହୁଲଡିହା ଥାନା ଚିଆଁବେଡ଼ା ଛକ ନିକଟରେ ଏକ ଆମ୍ବୁଲାନ୍ସ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଅଟୋ ଚାଳକଙ୍କ ମୃତୁ୍ୟ ଘଟିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook