Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଚିଲିକା କୂଳରେ ବିସ୍ଫୋରଣ, ୪ ଗୁରୁତର

    Share on :
    Date: Nov 9, 2018    Views: 131

    ଚିଲିକା: ଚିଲିକା କୂଳରେ ବିସ୍ଫୋରଣ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା । ଏମାନେ ସମସ୍ତେ ଅରଖକୁଦ ଭାଗବତ ସାହିର । ସମସ୍ତଙ୍କ ଶରୀରର କିଛି କିଛି ଅଂଶ ପୋଡ଼ି ଯାଇଛି ।

    ସମ୍ପୃକ୍ତ ୪ ଜଣ ଡଙ୍ଗା ମରାମତି କରୁଥିବାବେଳେ ହଠାତ ଏକ ଭୟାନକ ବିସ୍ଫୋରଣ ହୋଇଥିଲା ।

    ଏମାନେ ଡଙ୍ଗାରେ ଫାଇବର କୋଟିଂ କରୁଥିବାବେଳେ ବିସ୍ଫୋରଣ ଘଟିଥିଲା । 

    Read more

    ବାଣ କାରଖାନାରେ ବିସ୍ଫୋରଣ, ଜଣେ ମୃତ

    ଚିଲିକା: ଚିଲିକା କୂଳରେ ବିସ୍ଫୋରଣ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା । ଏମାନେ ସମସ୍ତେ ଅରଖକୁଦ ଭାଗବତ ସାହିର । ସମସ୍ତଙ୍କ ...

    Read more

    ଭୁବନେଶ୍ୱର ଉପକଣ୍ଠରେ ବିସ୍ଫୋରଣ, ୨ମୃତ

    ଚିଲିକା: ଚିଲିକା କୂଳରେ ବିସ୍ଫୋରଣ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା । ଏମାନେ ସମସ୍ତେ ଅରଖକୁଦ ଭାଗବତ ସାହିର । ସମସ୍ତଙ୍କ ...

    Read more

    ବାଣ ବିସ୍ଫୋରଣରେ ଜେଜେ ମୃତ, ନାତି ଗୁରୁତର

    ଚିଲିକା: ଚିଲିକା କୂଳରେ ବିସ୍ଫୋରଣ ଘଟିଛି । ଏଥିରେ ୪ ଜଣ ଗୁରୁତର ଆହତ ହୋଇ ପୁରୀ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଆହତମାନେ ହେଲେ ଅବିନାଶ ବେହେରା, ଅଭିରାମ ବେହେରା, ନରସିଂହ ବେହେରା ଓ ବବୁଲ ବେହେରା । ଏମାନେ ସମସ୍ତେ ଅରଖକୁଦ ଭାଗବତ ସାହିର । ସମସ୍ତଙ୍କ ...

    Maximum 500 characters

    ଆଂଚଳିକ View all

    Find Us on Facebook