Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ମୃତ

    Share on :
    Date: Nov 8, 2018    Views: 151

    ଛତିଶଗଡ଼: ପୁଣି ବର୍ବରକାଣ୍ଡ ଭିଆଇଛନ୍ତି ଲାଲବାହିନୀ । ଛତିଶଗଡ଼ର ଦାନ୍ତେୱାଡ଼ାରେ ପୁଣି ଥରେ ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ ।

    ଏନଏମଡିସି ପ୍ଲାଣ୍ଟ ନିକଟରେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଛନ୍ତି । ଏହି ବିସ୍ଫୋରଣରେ ମୋଟ ୪ ଜଣଙ୍କ ମୃତୁ୍ୟ ହୋଇଛି ।

    ମୃତକମାନଙ୍କ ମଧ୍ୟରେ ଜଣେ ଯବାନ ଥିବାବେଳେ ୩ ଜଣ ସାଧାରଣ ଲୋକ ସାମିଲ ଥିବା ଜଣାଯାଇଛି ।

    ବିସ୍ଫୋରଣ କରି ମାଓବାଦୀମାନେ ଏକ ଗାଡ଼ିକୁ ମଧ୍ୟ ଉଡ଼ାଇ ଦେଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook