Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଡ଼କ ଦୁର୍ଘଟଣାରେ ୪୭ ମୃତ

    Share on :
    Date: Nov 8, 2018    Views: 193

    ଜିମ୍ବାୱେ: ଜିମ୍ବାୱେର ରାଜଧାନୀ ହରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।  ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା କାରଣରୁ ଏହି ଦୁର୍ଘଟଣା ଘଟିଛି ।

    ଏହି ଦୁର୍ଘଟଣାରେ ମୋଟ ୪୭ ଜଣ ଯାତ୍ରୀଙ୍କ ମୃତୁ୍ୟ ହୋଇଛି । ହରାର ମୁଟାରେ ମାର୍ଗରେ ଏହି ଦୁର୍ଘଟଣା ଘଟିଥିବା ପୁଲିସ ପ୍ରବକ୍ତା ପାଲ ନ୍ୟାର୍ଥୀ କହିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବାବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଗଜ ଜୁନ ମାସରେ ମଧ୍ୟ ସେଠାରେ ଏଭଳି ଦୁର୍ଘଟଣା ଘଟି ୪୩ ଜଣଙ୍କ ମୃତୁ୍ୟ ହୋଇଥିଲା ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook