Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୬ରୁ +୨ ଫର୍ମ ପୂରଣ

    Share on :
    Date: Nov 8, 2018    Views: 191

    ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ +୨ ପରୀକ୍ଷା  ପାଇଁ ନଭେମ୍ବର ୧୬ ତାରିଖରୁ ଫର୍ମ ପୂରଣ କରାଯିବ । ଏହି ଫର୍ମ ପୂରଣ ପାଇଁ ଦୁଇ ପ୍ରକାର ବ୍ୟବସ୍ଥା କରାଯାଇଛି ।  ଫାଇନ ଓ ବିନା ଫାଇନ ।

    ଛାତ୍ରଛାତ୍ରୀମାନେ ୧୬ରୁ ୨୬ ତାରିଖ ପର୍ଯ୍ୟନ୍ତ ବିନା ଫାଇନରେ ଫର୍ମ ପୂରଣ କରିପାରିବେ  । ତା’ ପରେ ଯେଉଁମାନେ ଫର୍ମ ପୂରଣ କରିବେ ସେମାନଙ୍କୁ ଫାଇନ ଦେବାକୁ ପଡ଼ିବ । ଅର୍ଥାତ ନଭେମ୍ବର ୨୭  ତାରିଖରୁ ୩୦ ପର୍ଯ୍ୟନ୍ତ ୫୦ ଟଙ୍କା ଫାଇନ ଦେଇ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ ।

    ସେହିପରି ଡିସେମ୍ବର ୧ରୁ ୪ ପର୍ଯ୍ୟନ୍ତ ୩୫୦ ଟଙ୍କା ଫାଇନରେ ଛାତ୍ରଛାତ୍ରୀମାନେ ଫର୍ମ ପୂରଣ କରିପାରିବେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook