Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାପ-ପୁଅଙ୍କ ଠେଙ୍ଗାମାଡ଼ରେ କକା ମୃତ

    Share on :
    Date: Nov 8, 2018    Views: 75

    ରାଇରଙ୍ଗପୁର: ସମ୍ପତ୍ତି ପାଇଁ ଏଠି ସମ୍ପର୍କ ତୁଚ୍ଛ । ବାପ-ପୁଅଙ୍କ ଠେଙ୍ଗାମାଡ଼ରେ କକାର ମୃତୁ୍ୟ । ଏଭଳି ଏକ ଅଭାବନୀୟ ଘଟଣା ରାଇରଙ୍ଗପୁର ଗୋରୁମହିଷାଣୀ ଥାନା  ଡଙ୍ଗାପାଣି ଗ୍ରାମରେ ଘଟିଛି ।

    ଜମିବାଡ଼ି କନ୍ଦଳକୁ ନେଇ ଏହି ହତ୍ୟା କରାଯାଇଥିବା ସୂଚନା ମିଳିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook