୫ ସ୍କୁଲ ପିଲା ଉପରେ ଟ୍ରକ ମଡ଼ାଇଥିବା ଚାଳକ ଗିରଫ

ଜୟପୁର: ପୂର୍ବତନ ଜୟପୁର ଯୁବ ବିଜେଡି ସଭାପତି ବିକାଶ ପାତ୍ରଙ୍କୁ ପୁଲିସ ଗିରଫ କରିଛି । ଜୟପୁର ପୁଲିସ ବିକାଶଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ।

ସେପ୍ଟେମ୍ବର ୨୫ ତାରିଖରେ ସଙ୍ଗଠିତ ବାପ ଓ ପୁଅଙ୍କୁ ଗୁଳି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିଲେ ବିକାଶ ।

ଏହି ...