Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିମୁଦ୍ରାକରଣକୁ ପୁରିଲା ୨ ବର୍ଷ

    Share on :
    Date: Nov 8, 2018    Views: 93

    ନୂଆଦିଲ୍ଲୀ: ଆଜକୁ ଠିକ ଦୁଇ ବର୍ଷ ପୂର୍ବରୁ ଅର୍ଥାତ ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ବିମୁଦ୍ରାକରଣ ସମ୍ପର୍କରେ ଘୋଷଣା କରିଥିଲେ । ଫଳରେ ସେହିଦିନ ମଧ୍ୟ ରାତ୍ର ୧୨ଟା ପରେ ସମସ୍ତ ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ ଅଚଳ ହୋଇଯାଇଥିଲା ।

    ପୁରୁଣା ୫୦୦ ଟଙ୍କିଆ ବଦଳରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ନୂଆ ୫୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା ।   କିନ୍ତୁ ୧୦୦୦ ଟଙ୍କିଆ ନୋଟ ସମ୍ପୂର୍ଣ୍ଣଭାବେ ବନ୍ଦ ହୋଇଗଲା । ଏହା ବଦଳରେ ପ୍ରଥମେ ୨ ହଜାର ଟଙ୍କିଆ ଓ ପରବର୍ତ୍ତୀ ସମୟରେ ୨୦୦ ଟଙ୍କିଆ ନୋଟ ବଜାରକୁ ପ୍ରବେଶ କରିଥିଲା ।

    ତେବେ ବିମୁଦ୍ରାକରଣ ଦ୍ୱାରା କ’ଣ ଲାଭ ହୋଇଛି ଓ କ’ଣ କ୍ଷତି ହୋଇଛି ତାହା ଏବେ ବି ଦେଶବାସୀଙ୍କ ମନରେ ଏକ ବଡ଼ ପ୍ରଶ୍ନ ହୋଇଛି ରହିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook