Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ନିଆଁ ଗିଳିଦେଲା ୧୦ ବଖରା

    Share on :
    Date: Nov 8, 2018    Views: 61

    ଢେଙ୍କାନାଳ: ଡେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କେନ୍ଦୁଢିପ ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୦ ବଖରା ପାଉଁଶ ହୋଇଯାଇଛି ।  ପ୍ରଥମେ ସେହି ଗ୍ରାମର ନୃସିଂହ ନାୟକଙ୍କ ଘରେ ନିଆଁ ଲାଗିଥିଲା । ପରେ ନିଆଁ ଅନ୍ୟଘରଗୁଡ଼ିକୁ ବ୍ୟାପିବା ଫଳରେ ୧୦ ବଖରା ପୋଡ଼ି ପାଉଁଶ ହୋଇଯାଇଥିଲା ।

    ନିଆଁର ପ୍ରକୋପ ଏତେ ପ୍ରଖର ଥିଲା ଯେ, କେବଳ ପିନ୍ଧା ବସ୍ତ୍ରକୁ ଲୋକାମାନେ ଘର ଭିତରୁ ଆଣିବାକୁ ସଫଳ ହୋଇଥିଲେ । ଘରର ଅନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବାବେଳେ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ମିତ୍ତି ନଷ୍ଟ ହୋଇଯାଇଛି । ବିଦୁ୍ୟତ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି ।

    Maximum 500 characters

    ଆଂଚଳିକ View all

    Find Us on Facebook