Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପାଣିରେ ବୁଡ଼ି ଭାଇଭଉଣୀ ମୃତ

    Share on :
    Date: Nov 8, 2018    Views: 103

    ମୋହନା: ଗାଧୋଉଥିବାବେଳେ ପାଣିରେ ବୁଡ଼ି ଯାଇ ଭାଇଭଉଣୀଙ୍କ ମୃତୁ୍ୟ ହେବା ଭଳି ଏକ ଦୁଃଖଦ ଘଟଣା ଗୁରୁବାର ଘଟିଛି ।

    ଦୋମୁହାଣୀ ନଦୀରେ ମାଆ ସହ ଗାଧୋଉଥିବାବେଳେ ଉଭୟ ବୁଡ଼ି ଯାଇ ମୃତୁ୍ୟ ବରଣ କରିଛନ୍ତି ।

       ୬ ବର୍ଷର ଭଉଣୀ ସୌମ୍ୟା ସୁଆଲସିଂ ଓ ୩ ବର୍ଷର ଭାଇ ବିଷ୍ଣୁ ସୁଆଲସିଂ ପାଣିରେ ବୁଡ଼ି ମତୁ୍ୟବରଣ କରିଥିବାବେଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook