Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଦାମଙ୍କୁ ଲୋକେ ପାଗଳ କହୁଛନ୍ତି : ସୂର୍ଯ୍ୟ ପାତ୍ର

    Share on :
    Date: Nov 7, 2018    Views: 3627

    ଭୁବନେଶ୍ବର : ଦାମୋଦର ରାଉତଙ୍କୁ ଲୋକେ ପାଗଳ ବୋଲି କହିଲେଣି। ଦଳ ଗଢିବା ପାଇଁ ଯେଉଁ ଉପାଦାନ ଦରକାର ତାହା ତାଙ୍କ ପାଖରେ ନାହିଁ। ଦାମଙ୍କ ନୂଆ ଦଳ ଗଠନ ଚର୍ଚ୍ଚା ନେଇ ଏଭଳି ବିବୃତ୍ତି ଦେଇଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର। ସୂର୍ଯ୍ୟ କହିଛନ୍ତିଯେ, ନବୀନଙ୍କ ବିରୋଧୀ ମାନେ ଦାମଙ୍କୁ ବ୍ୟବହାର କରୁଛନ୍ତି। ଦାମଙ୍କ ସଭାକୁ ଲୋକ ପଠାଯାଉଛି । ନିଜେ ମନ୍ତ୍ରୀ ଥିବାବେଳେ ଯେଉଁ ଦୁର୍ନୀତି ହୋଇଛି ଦାମ ବାବୁ ସେହି କଥା ଉଠାଉଛନ୍ତି। ଦାମ ଡ୍ରାମାବାଜି କରୁଥିବାରୁ ଲୋକେ ତାଙ୍କୁ ପାଗଳ କହୁଛନ୍ତି ଵୋଲି ସୂର୍ଯ୍ୟ କହିଛନ୍ତି। ସେହିପରି ଅତୀତରେ ଅନେକ ଆଞ୍ଚଳିକ ଦଳ ଗଢା ହୋଇଥିଲେବି ସଫଳ ହୋଇପାରିନାହାନ୍ତି। କେବଳ ନବୀନ ହିଁ ସଫଳ ହୋଇଛନ୍ତି ବୋଲି ସୂର୍ଯ୍ୟ କହିଛନ୍ତି।

    Maximum 500 characters

    ଅଧିକ ମତାମତ

    I LOVE DAMA SIR. support you

    MANAS Ranjan rout

    Nov 7, 2018

    ରାଜନୀତି ତଡ଼କା View all

    Find Us on Facebook