Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଲଟିଲା ପିକଅପ ଭ୍ୟାନ: ଜଣେ ମୃତ, ୬ ଗୁରୁତର

    Share on :
    Date: Nov 7, 2018    Views: 91

    ମାଲକାନଗିରି: ପିକଅପ ଭ୍ୟାନ ଓଲଟି ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

    ମାଲକାନଗିରି ଚମ୍ପାକାରି ନିକଟରେ ଏହି ଅଘଟଣ ଘଟିଛି । ଉକ୍ତ ପିକଅପ ଭ୍ୟାନରେ କିଛି ଶ୍ରମିକ ବିଦୁ୍ୟତ ମରାମତି କରିବାକୁ ଯାଉଥିଲେ । ତେବେ ଚମ୍ପାକାରି ନିକଟରେ ଉକ୍ତ ପିକଅପ ଭ୍ୟାନଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଜଣେ ଶ୍ରମିକଙ୍କ ମୃତୁ୍ୟ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି ।

    ଆହତ ଶ୍ରମିକମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।  

    Maximum 500 characters

    ତାଜା ଖବର View all

    Find Us on Facebook