Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଦହିବରା ଖାଇ ୩୦ରୁ ଅଧିକ ଅସୁସ୍ଥ

    Share on :
    Date: Nov 7, 2018    Views: 114

    ନୟାଗଡ଼: ଦହିବରା ଖାଇ ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇଥିବା ଜଣାଯାଇଛି । ନୟାଗଡ଼ା ଜିଲ୍ଲା ଶରଣକୁଳ ଥାନା ଗୋଡ଼ିପଡ଼ା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।

    ପ୍ରକାଶ ଯେ, ଜଣେ ଦହିବରା ବିକାଳି ଗାଁରେ ବୁଲି ବୁଲି ଦହିବରା ବିକୁଥିଲେ । ଗୋଡ଼ିପଡ଼ା ଅଞ୍ଚଳରେ ଅଧିକାଂଶ ଲୋକ ତାଙ୍କ ଠାରୁ ଦହିବରା କିଣି ଖାଇଥିଲେ ।

    ତେବେ ଦହିବରା ଖାଇ ସାରିବା ପରେ ପାଖାପାଖି ୩୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି । କିଛି ଲୋକ ଦହିବରା ଖାଇବା ପରେ ବାନ୍ତି କରିଥିଲେ ।

    ଅସୁସ୍ଥ ଲୋକମାନଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook