Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଆୟାରଙ୍କ ପାଇଁ ବାହାରିଲେ ବୈଜୟନ୍ତ

    Share on :
    Date: Nov 7, 2018    Views: 3137

    ଭୁବନେଶ୍ୱର : ଅଭିଜିତ ଆୟାର ମିତ୍ରଙ୍କ ପାଇଁ ବାହାରିଛନ୍ତି ବୈଜୟନ୍ତ ପଣ୍ଡା  । ବିନା ଜାମିନରେ ଆୟାର ୨୮ ଦିନ ଜେଲରେ ରହିବା ପରେ ପୁଲିସ ତଦନ୍ତ ଜାରିରଖିଛି  । ଯେତେବେଳେକି ରାଜ୍ୟର ମହିଳା ଓ ଶିଶୁ ବିରୋଧୀ ୫୦% ଅପରାଧର ତଦନ୍ତ ଅଧାରେ ଅଟକିଛି ବୋଲି ବୈଜୟନ୍ତ କହିଛନ୍ତି  ।

    ବୈଜୟନ୍ତ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତିଯେ, ଆୟାରଙ୍କ ବ୍ୟଙ୍ଗାତ୍ମକ ଭିଡ଼ିଓକୁ ବହୁ ଓଡ଼ିଆ ଅପରାଧ ବୋଲି ମନେ କରିଥିଲେ  । ଏନେଇ ଆୟାର ସାଧାରଣରେ ବହୁବାର କ୍ଷମା ପ୍ରାର୍ଥନା କରିସାରିଛନ୍ତି  । ଓଡ଼ିଶା ଗୃହ କମିଟିକୁ ମଧ୍ୟ କ୍ଷମା ମାଗି ସାରିଛନ୍ତି  । ତେବେ ନିଜ ବିବୃତିକୁ ସ୍ୱୀକାର କରିବା ସହ କ୍ଷମା ମାଗିବା ପରେ ଆଉ କ’ଣ ତଦନ୍ତ ବୋଲି ବୈଜୟନ୍ତ ପ୍ରଶ୍ନ କରିଛନ୍ତି  । ରାଜ୍ୟ ସରକାର ଓକିଲ ଆନେ୍ଦାଳନର ଅପବ୍ୟବହାର କରୁଛନ୍ତି ।  ତେବେ ହେଲିକପ୍ଟର ଘଟଣା ଫୁସୁରିବା ପରେ ଏବେ ମୋ ବିରୋଧରେ ନୂଆ ଷଡ଼ଯନ୍ତ୍ର କରାଯାଉଛି  । ମୋ ବିରୋଧରେ ମିଥ୍ୟା ବୟାନ ପାଇଁ ଏହା ଏକ ତରିକା ବୋଲି ବୈଜୟନ୍ତ କହିଛନ୍ତି  ।

    Maximum 500 characters

    ଅଧିକ ମତାମତ

    ରାଜ୍ୟ ସରକାର ଯେଉଁ ନିଷ୍ପତି ନେଇଛନ୍ତି ତାହା ଖୁବ୍ ଭଲ ଲାଗିଲା

    Bijay Kumar Sahu

    Nov 7, 2018

    Thik Katha kahuchhanti panda Babu . Na heithile Avijit vul magisariba pare tanku kana pain Rakhi jatra karajauchi.nabin Babu Odia vasaku jepari kudurta Kari kahuchhanti ame bi ara pratibada karibu.karana odishara mukhya yadi odiavasa amiti kahiba dwara ama Odia nka apamanita heuchi.

    Chittaranjan Das

    Nov 8, 2018

    ରାଜନୀତି View all

    Find Us on Facebook