Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୟୁରଭଞ୍ଜ ଜିଲ୍ଲାରେ କଂଗ୍ରେସର ଜନ ଜାଗରଣର ଯାତ୍ରା

    Share on :
    Date: Nov 7, 2018    Views: 158

    ଭୁବନେଶ୍ୱର: ଆସନ୍ତା ୧୪ ତାରିଖରୁ ମୟୁରଭଞ୍ଜ ଜିଲ୍ଲାରେ କଂଗ୍ରେସର ଜନ ଜାଗରଣର ଯାତ୍ରା ଅନୁଷ୍ଠିତ ହେବ ।

    ଏନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପୂର୍ବରୁ ବାଲେଶ୍ୱର ଜିଲ୍ଲରେ ଜନ ଜାଗରଣ ଯାତ୍ରା ଅନୁଷ୍ଠିତ ହୋଇଥିଲା ।

    ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ଏହି ଜନଜାଗରଣ ଯାତ୍ରା କରୁଥିବା କୁହାଯାଉଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook