Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପିଣ୍ଡଦାନ ପାଇଁ ଶ୍ରୀମନ୍ଦିରରେ ଭିଡ଼

    Share on :
    Date: Nov 7, 2018    Views: 59

    ପୁରୀ: ଦୀପାବଳି ଅବସରରେ ବଡ଼ବଡ଼ୁଆଙ୍କୁ ସ୍ମରଣ କରିବା ନେଇ ବଡ଼ଦାଣ୍ଡରେ ଆଜି ସକାଳୁ ପ୍ରବଳ ଭିଡ଼ ହୋଇଛି । ପ୍ରାୟ ୫୦ ହଜାରରୁ ଊଦ୍ଧ୍ୱର୍ ଶ୍ରଦ୍ଧାଳୁ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳି, ଦୀପ ଓ ପିଣ୍ଡ ଦାନ କରି ବଡ଼ବଡ଼ୁଆଙ୍କୁ ସ୍ମୃତିଚାରଣ କରିଛନ୍ତି । 

    ପ୍ରକାଶ ଯେ, ଆଜି ବଡ଼ଦାଣ୍ଡରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଉଦେ୍ଧଶ୍ୟରେ ହାଜର ହଜାର ଲୋକ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ପୁରୀରେ ପହଞ୍ଚିଛନ୍ତି । ଏପରିକି ଗତକାଲି ରାତିରୁ ପ୍ରାୟ ୮/୧୦ ହଜାର ଲୋକ  କେବଳ ବଡ଼ଦାଣ୍ଡରେ ରାତିରେ ଶୋଇଥିଲେ । ତେବେ ଆଜି ସୂର୍ଯ୍ୟ ଉଦୟ ହେବା ପରେ ବଡ଼ଦାଣ୍ଡରେ ଶହ ଶହ ଲୋକ ଧାଡ଼ି ବାନ୍ଧି ସେମାନଙ୍କ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ପରେ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିଛନ୍ତି । 

    Maximum 500 characters

    ଆଂଚଳିକ View all

    Find Us on Facebook