Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇଟିବିପି ଯବାନଙ୍କ ସହ ଦୀପାବଳି ପାଳିଲେ ମୋଦି

    Share on :
    Date: Nov 7, 2018    Views: 49

    ଉତ୍ତରାଖଣ୍ଡ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଦୀପାବଳି ଅବସରରେ ବାବ କେଦାରନାଥଙ୍କ ଦର୍ଶନ ପାଇଁ ଉତ୍ତରାଖଣ୍ଡରେ ପହଞ୍ଚିଛନ୍ତି । ସେ କେଦାରପୁରୀ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।  ଏହା ସହ ମୋଦି ଭାରତ-ଚୀନ ସୀମାରେ ଥିବା ହର୍ଷିଲରେ ଆଇଟିବିପି ଡିଜିଙ୍କୁ ସାକ୍ଷାତ କରିବା ପରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।

    ଏହି ପରିପ୍ରେକ୍ଷୀରେ ମୋଦି ଯବାନମାନଙ୍କୁ ମିଠା ଖୁଆଇ ସେମାନଙ୍କ ବିରତ୍ୱ ସମ୍ପର୍କରେ ମତ ରଖିଥିଲେ । ଏପରିକି ଯବାନଙ୍କ ସହ ମୋଦି ଫଟୋ ମଧ୍ୟ ଉଠାଇଥିଲେ । 

     ମୋଦି ହର୍ଷିଲରେ ପହଞ୍ଚିବା ପରେ ଯବାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସେମାନେ ମୋଦିଙ୍କୁ ସ୍ୱାଗତ କରିଥିଲେ । ଯବାନମାନେ ମଧ୍ୟ ମୋଦିଙ୍କୁ ଦୀବାପଳିର ଶୁଭକାମନା ଜଣାଇଥିଲେ । ଏହି କାର୍ଯ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ କେଦାରନାଥ ଅଭିମୁଖେ ଯାତ୍ରା କରିବେ । ସେଠାରେ ସେ ଜଳାଭିଷେକ କରିବେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook