Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ଉପରେ ଆକ୍ରମଣ

    Share on :
    Date: Nov 7, 2018    Views: 202

    ଭୁବନେଶ୍ୱର : ଯୁବ ସାମ୍ବାଦିକ ପ୍ରଶାନ୍ତ ମିଶ୍ରଙ୍କ ଉପରେ ଦୁର୍ବୃତମାନେ ଆକ୍ରମଣ କରିଛନ୍ତି  । କମିଶନରେଟ ପୁଲିସ ବିଲ୍ଡିଂ ନିକଟରେ ତାଙ୍କୁ ଆକ୍ରମଣ କରାଯାଇଛି  । ଖବର ପ୍ରକାଶନକୁ ନେଇ ରାଗ ରଖି ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି  ।

    ମିଳିଥିବା ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ଼ ୧୦ଟାରେ ପ୍ରଶାନ୍ତ ଘରକୁ ଫେରୁଥିବାବେଳେ କିଛି ଦୁର୍ବୃତ ତାଙ୍କୁ ଅଟକାଇ ନିସ୍ତୁକ ମାଡ଼ ମାରିଥିଲେ  । ଏପରିକି ତାଙ୍କୁ ବୋମାମାଡ଼ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି  । ଖବର ପାଇ ସାମ୍ବାଦିକ ଓ ଖାରବେଳନଗର ଥାନା ପୁଲିସ ଘଟଣାସ୍ଥଳରେ ପହଁଚିଥିଲେ  । ପୁଲିସ ତଦନ୍ତ ଆରମ୍ଭ କରିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook