ଆସ୍ଥା ଭୋଟ ପୂର୍ବରୁ କୁମାରସ୍ୱାମୀଙ୍କ ବିଜୟ

ବେଙ୍ଗାଲୁର : ୨୦୧୯ରେ ଜେଡ଼ିଏସ ଓ କଂଗ୍ରେସ ଏକାଠି ହୋଇ ନିର୍ବାଚନ ଲଢ଼ିବେ  । ରାଜ୍ୟର ସମସ୍ତ ଲୋକସଭା ଆସନରେ ଦୁଇ ଦଳର ପ୍ରାର୍ଥୀ ବିଜୟୀ ହେବେ  । ଏଭଳି ଭବିଷ୍ୟବାଣୀ କରିଛନ୍ତି ଜେଡ଼ିଏସ ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡ଼ି କୁମାରସ୍ୱାମୀ  । ଆଜି ...