Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସେଲ୍ଫି ନେଲା ଜୀବନ

    Share on :
    Date: Nov 6, 2018    Views: 85

    ରାୟଗଡ଼ା:  ସେଲ୍ଫି ନେଲା ଜୀବନ । ସେଲ୍ପି ନେବା ବେଳେ ପାଣିରେ ବୁଡ଼ି ଜଣେ ଯୁବକଙ୍କ ମୃତୁ୍ୟ ହୋଇଛି । 

    ମଝିଘରିଆଣୀ ମନ୍ଦିର ଦର୍ଶନ କରିବାକୁ ଆସିଥିବା ବେଳେ ଯୁବକ ଜଣକ ନାଗାବଳୀ ଝୁଲାପୋଲ ଉପରେ ନିଜର  ସେଲ୍ଫି ନେଉଥିଲେ ।

    ତେବେ ପାଦ ଖସି ଯିବାରୁ ଯୁବକ ଜଣକ ଝୁଲାପୋଲରୁ ଖଡ଼ିପଡ଼ିଥିଲେ ।

    ମୃତ ଯୁବକ ଜଣକ ଆନ୍ଧପ୍ରଦେଶର ବୋଲି ଜଣାଯାଇଛି ।  

    Maximum 500 characters

    ଆଂଚଳିକ View all

    Find Us on Facebook