Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୬୨ ଜଣ ନକ୍ସଲଙ୍କ ଆତ୍ମସମର୍ପଣ

    Share on :
    Date: Nov 6, 2018    Views: 80

    ଛତିଶଗଡ଼: ଛତିଶଗଡ଼ରେ ମାଓ ସଙ୍ଗଠନକୁ ଏକ ଶକ୍ତ ଧକ୍କା ଲାଗିଛି । ନାରାୟଣପୁର ଅଞ୍ଚଳରେ ଜଣେ କି ଦୁଇ ଜଣ ନୁହେଁ ଏକାବେଳେ ୬୨ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି ।

    ମାଓ ସଙ୍ଗଠନର କାର୍ଯ୍ୟକଳାପରେ କ୍ଷୁବ୍ଧ ହୋଇ ସେମାନେ ଲାଲଗଡ଼ ଛାଡ଼ି ଆତ୍ମସମର୍ପଣ କରିଛନ୍ତି ।

    ବସ୍ତର ଆଇଜି ଓ ନାରାୟଣପୁର ଏସପିଙ୍କ ନିକଟରେ ସମ୍ପୃକ୍ତ ନକ୍ସଲମାନେ ଆତ୍ମସମର୍ପଣ କରିଛନ୍ତି ।  ଏଥିସହ ସେମାନଙ୍କ ଠାରୁ ମୋଟ ୫୧ଟି ବନ୍ଧୁକ ଜବତ କରାଯାଇଛି ।  

    Maximum 500 characters

    ଦେଶ ବିଦେଶ View all

    Find Us on Facebook