Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କୃଷି ଉପôାଦନ କ୍ଲଷ୍ଟର ଯୋଜନାର ଶୁଭାରମ୍ଭ

    Share on :
    Date: Nov 6, 2018    Views: 205

    ଭୁବନେଶ୍ୱର: ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଏକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଉକ୍ତ ଯୋଜନାଟି ହେଲା କୃଷି ଉପôାଦନ କ୍ଲଷ୍ଟର ଯୋଜନା । ଢିପ ଜମିରେ ଉଦ୍ୟାନ କୃଷି ଭିତ୍ତିକ ଚାଷ ପାଇଁ ଏହି ଯୋଜନା କରାଯାଇଛି ।

    ଏହି ଯୋଜନା ମାଧ୍ୟମରେ ଆସନ୍ତା ୪ ବର୍ଷରେ ଢିପ ଜମି ଥିବା ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କ୍ଲଷ୍ଟର ନିର୍ମାଣ କରାଯିବ । କ୍ଲଷ୍ଟର ଜରିଆରେ ୧ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

    କୃଷି ଉପôାଦନ କ୍ଲଷ୍ଟର ପାଇଁ ମୋଟ ୪୦୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । 

    Read more

    ମହାମେଣ୍ଟକୁ ମୁଖ୍ୟମନ୍ତ୍ରୀଙ୍କ ନା

    ଭୁବନେଶ୍ୱର:  ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ମହାମେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ନା କହିଛନ୍ତି ।  ମହାଗଠବନ୍ଧନରେ ଆମେ ସାମିଲ ହେବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ...

    Read more

    ୧୫ରେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତ

    ଭୁବନେଶ୍ୱର: ଆସନ୍ତା ୧୫ ତାରିଖ ଦିନ ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବସ୍ତିରେ ରହୁଥିବା ଭୂମିହୀନ ଓ ଆର୍ଥିକ ଅନଗ୍ରସର ଲୋକଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ବଣ୍ଟନ କରିବେ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ...

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook