Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଥାନାରୁ ଲୁଟେରା ଛୁ

    Share on :
    Date: Nov 6, 2018    Views: 72

    କେନ୍ଦୁଝର: ପୁଲିସକୁ ଚକମା ଦେଇ ଜଣେ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଛି ।  ଯୋଡ଼ା ଥାନାରେ ଏଭଳିି ଅଭାବନୀୟ ଘଟଣା ଘଟିଛି ।

    ମଉକା ଦେଖି ଥାନାରୁ ଅଭିଯୁକ୍ତଜଣକ ଖସି ପଳାଇଛି । ଅଭିଯୁକ୍ତ ଜଣକ ହେଲା ମୋଟୁ ମାଝି । ଏକ ହାଇୱା ଚୋରି ମାମଲାରେ ଗତକାଲି ମୋଟୁ ମାଝିକୁ ପୁଲିସ ଝାରଖଣ୍ଡରୁ ଗିରଫ କରିଥିଲା ।

    ତେବେ ତାର ପ୍ରକୃତ ଘର କେଉଁଠି ତାହା ଜଣାପଡ଼ିନାହିଁ । ତେବେ ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook