Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବାଘୁଣୀ ମୃତୁ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମୁହାଁମୁହିଁ

    Share on :
    Date: Nov 6, 2018    Views: 114

    ମୁମ୍ବାଇ : ବାଘୁଣୀ ଅବନୀ ମୃତୁ୍ୟକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ ଓ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ମୁହାଁମୁହିଁ ହୋଇଛନ୍ତି  । ଯାହାକୁ ନେଇ ବିଜେପି ରାଜନୀତି ଉଷ୍ମ ହୋଇଯାଇଛି  । ଜଣେ ଅନଧିକୃତ ଶିକାରୀକୁ ଅବନୀ ହତ୍ୟାରେ ନିୟୋଜିତ କରାଯିବା ଭୁଲ ଓ ଦୁଃଖଦାୟକ  । ଏହାକୁ ଆଇନଗତ ଓ ରାଜନୈତିକ ପ୍ରସଙ୍ଗ କରିବେ ବୋଲି ସେ କହିଥିଲେ  । ମେନକାଙ୍କ ସହ ଶିବସେନା ନେତା ଆଦିତ୍ୟ ଠାକରେ ଓ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ମଧ୍ୟ ସ୍ୱର ମିଶାଇଥିଲେ  । ତେବେ ମେନକାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଫଡ଼ନାଭିସ  । ସେ କହିଛନ୍ତିଯେ, ମେନକା ପ୍ରଥମତଃ ଜଣେ ପ୍ରାଣୀ ସଂରକ୍ଷକ ପ୍ରବକ୍ତା ହୋଇଥିଲେ ବି ଏକ ମଣିଷ ଖିଆ ବାଘୁଣୀ  । ମଣିଷଖିଆ ବାଘୁଣୀ କ୍ଷେତ୍ରରେ ଏଭଳି ମନ୍ତବ୍ୟ ଶୋଭା ପାଉନାହିଁ  । ଅବନୀକୁ ମାରିବା ଯେମିତି କଷ୍ଟକର ନିଷ୍ପତି ଥିଲା ମେନକାଙ୍କ ମନ୍ତବ୍ୟ ସେମିତି ଯନ୍ତ୍ରଣାଦାୟକ  ବୋଲି ଫଡ଼ନାଭିସ କହିଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook