Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପି କର୍ମୀଙ୍କୁ ହତ୍ୟା

    Share on :
    Date: Nov 4, 2018    Views: 114

    ରାଜସ୍ଥାନ: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରମରେ ବିଧାନସଭା ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି । ନିର୍ବାଚନୀ ମାହୋଲ ମଧ୍ୟରେ ରାଜସ୍ଥାନର ପ୍ରତାପଗଡ଼ ଠାରେ ପ୍ରାକ ନିର୍ବାଚନୀ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଛି ।  ସମ୍ପୃକ୍ତ ବିଜେପି କର୍ମୀଙ୍କୁ ଅତି ବିଭତ୍ସଭାବେ ହତ୍ୟା କରାଯାଇଛି ।

    ଶନିବାର ରାତିରେ କେତେକ ଦୁର୍ବୃତ୍ତ ଜଣେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଏହା ପରେ ଖଣ୍ଡାରେ ତାଙ୍କର ମୁଣ୍ଡ କାଟି ଅଲଗା କରିଦେଇଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ତେବେ ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ କୌଣସି ପତ୍ତା ମିଳିନଥିବାବେଳେ ବିଜେପି ପକ୍ଷରୁ ଘଟଣାକୁ ନିନ୍ଦା କରାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook