Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    କେଉଁ ନେତାଙ୍କୁ କଂଗ୍ରେସ ଦେଲା ସୋସିଆଲ ମିଡ଼ିଆ ଦାୟିତ୍ୱ ?

    Share on :
    Date: Nov 4, 2018    Views: 1427

    ଭୁବନେଶ୍ୱର : ନିର୍ବାଚନ ଯହୁଁ ପାଖେଇ ଆସୁଛି ସୋସିଆଲ ମିଡ଼ିଆରେ ବିଭିନ୍ନ ଦଳର ସମର୍ଥକଙ୍କ ମଧ୍ୟରେ ଆକ୍ଷେପ ପ୍ରତିଆକ୍ଷେପ ତହୁଁ ବଢ଼ିବାରେ ଲାଗିଛି  । ଆଗକୁ ସୋସିଆଲ ମିଡ଼ିଆରେ ପ୍ରଚାର ଆହୁରି ବଢ଼ିବାର ଥିବାବେଳେ କଂଗ୍ରେସ ସୋସିଆଲ ମିଡ଼ିଆ ସେଲକୁ ଆହୁରି ସଶକ୍ତ କରିଛି  । 

    ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୋସିଆଲ ମିଡ଼ିଆ ଓ ଡିଜିଟାଲ କମୁ୍ୟନିକେସନ ବିଭାଗର ରାଜ୍ୟ କମିଟି ଓ ଜିଲ୍ଲା ସଂଯୋଜକ ନିଯୁକ୍ତ କରିଛନ୍ତି  । ରାଜ୍ୟ କମିଟିରେ ରାଜ୍ୟ ସଂଯୋଜକ ଭାବେ ଅଭିଷେକ ମହାନନ୍ଦ ନିଯୁକ୍ତି ପାଇଥିବାବେଳେ କୋର କମିଟି ସଦସ୍ୟ ଭାବେ ସପ୍ତଗିରି ଉଲାକା, ସମସିଦା ଦୟାଦ, ସମ୍ବିତ ଶ୍ରୀଚନ୍ଦନ, ପୱନ ଶର୍ମା, ପ୍ରିୟବ୍ରତ ସାହୁ, ମାହେପରା ନିଖିତ, ଅଭିଳାଷ ପତି, ଶିବମ ପଟ୍ଟନାୟକ, ସନ୍ତୋଷ ପ୍ରଧାନ, ମିହିର ରାୟ, ଚନ୍ଦନ ରାୟ, ଶୈଳେନ୍ଦୁ ଦାସ, ଆଶିଷ ସ୍ୱାଇଁ, ଅଭିଷେକ ରଥ, ନୌସାଦ ସେକ, ଜଗତଜୀବନ ମହାନ୍ତି, ପଲ୍ଲୀ ସର୍କାର, ପ୍ରତିଭା ଭାସ୍କର, ପ୍ରିୟଙ୍କା ଭାଲା, ଦ୍ୱାରିକା ମହାପାତ୍ର, ଐତିହ୍ୟ ଦିବ୍ୟସିଂହ, ମାନସ ଆଚାର୍ଯ୍ୟ, ଅମିତ କୁମାର ନାୟକ, ସର୍ବଜିତ ପଟ୍ଟନାୟକ ଓ ସତ୍ୟବ୍ରତ ଗୁରୁଙ୍କୁ ଦାୟିତ୍ୱ ଦିଆଯାଇଛି  ।

    ଅପରପକ୍ଷରେ ଜିଲ୍ଳା ସଂଯୋଜକ ମଧ୍ୟ ନିଯୁକ୍ତ କରାଯାଇଛି  । ଅନୁଗୁଳ ଜିଲ୍ଲା ପାଇଁ ଆଲୋକ କୁମାର ଦାସ, ବାଲେଶ୍ୱର- ରଂଜୀତ ପଣ୍ଡା, ବରଗଡ଼- ଘନଶ୍ୟାମ ଅଗ୍ରୱାଲ, ଭଦ୍ରକ- ଆତିଶ କୁମାର ଦାସ, ଭୁବନେଶ୍ୱର - ଶିବାନୀ ଶଙ୍କର ମହାନ୍ତି, ବଲାଙ୍ଗୀର - ଗଣେଶ କୁମାର ସାହୁ, ବୌଦ୍ଧ-ଉମାକାନ୍ତ ନାୟକ, କଟକ-ଅଶୋକ କୁମାର ସ୍ୱାଇଁ, କଟକ ନଗର- ରୌପ୍ୟରଞ୍ଜନ ମହାପାତ୍ର, ଦେବଗଡ଼- ବିକାଶ ଚନ୍ଦ୍ର ପ୍ରଧାନ, ଢେଙ୍କାନାଳ - ଦଶରଥ ମହନ୍ତ, ଗଞ୍ଜାମ- ଚିନ୍ମୟ କୁମାର ହୋତା, ବ୍ରହ୍ମପୁର ନଗର - ସିଦ୍ଧାନ୍ତ କୁମାର ସାହୁ, ଗଜପତି - ବସନ୍ତ କୁମାର ପଣ୍ଡା, ଜଗତସିଂହପୁର- ଲିପକ କୁମାର ସାହୁ, ଯାଜପୁର - ସୌଭାଗ୍ୟ ରଂଜନ ଦାଶ, ଝାରସୁଗୁଡ଼ା - ଉଦିତ ଜଗତ, କଳାହାଣ୍ଡି - ମହମ୍ମଦ ଅଲ୍ଲୀ ଖାଁ, କନ୍ଧମାଳ - ଚିଂଟୁ ଦାଶ, କେନ୍ଦ୍ରାପଡ଼ା ମୁଜାଫର ଖାଁ, କେନ୍ଦୁଝର - ସୁଢ଼ଳ କୁମାର ସେଠୀ, ଖୋର୍ଦ୍ଧା - ଦ୍ୱାରିକା ମହାନ୍ତି, କୋରାପୁଟ - ଯତୀନ କୁମାର ହୋତା, ମୟୂରଭଞ୍ଜ - ସୌମ୍ୟରଂଜନ ବେହେରା, ମାଲକାନାଗିରି - ପଦ୍ମ ପାଙ୍ଗୀ, ନବରଙ୍ଗପୁର - ପ୍ରଫୁଲ୍ଲ ପଣ୍ଡା, ନୂଆପଡ଼ା - ଦେବଦତ ଦୀକ୍ଷିତ, ନୟାଗଡ଼ - ଅମୀର ବେଜ, ପୁରୀ- ପ୍ରଦୀପ ମହାପାତ୍ର, ରାୟଗଡ଼ା - ଅସଲମ ଗାଁ, ରାଉରକେଲା - ସାନ୍ଦିପନ ମହାପାତ୍ର, ସମ୍ବଲପୁର - ଆଲୋକ ନାୟକ, ସୁବର୍ଣ୍ଣପୁର - ସୁମନ୍ତ ସାହୁ ଓ ସୁନ୍ଦରଗଡ଼ ଜିଲ୍ଳା ପାଇଁ ଅନ ପଟେଲଙ୍କୁ ନିଯୁକ୍ତି ଦିଆଯାଇଛି  ।

    Maximum 500 characters

    ରାଜନୀତି View all

    Find Us on Facebook