ପ୍ରତିପକ୍ଷଙ୍କୁ ଦମନ ପାଇଁ ପୁଲିସକୁ ଅସ୍ତ୍ର କରୁଛି ଶାସକ: ନରସିଂହ

ଭୁବନେଶ୍ୱର : ଦେଶରେ ଓ ରାଜ୍ୟରେ ଶାସନ ବ୍ୟବସ୍ଥା ଭୁଶୁଡ଼ି ଯାଇଛି  । ଗୋଟିଏ ପଟେ କେନ୍ଦ୍ର ସରକାରଙ୍କ ସହ ସିବିଆଇ, ଆରବିଆଇ ଓ ସୁପ୍ରିମକୋର୍ଟଙ୍କ ବିବାଦ ଦେଖିବାକୁ ମିଳୁଥିବାବେଳେ ଅପରପକ୍ଷରେ ରାଜ୍ୟରେ ଶିକ୍ଷକ ଓ ଓକିଲ ଆନେ୍ଦାଳନ ଆଦି ଜୋର ଧରିଛି ବୋଲି ...