Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ଟିକେଟ ବିକି୍ର ୧୫ରୁ

    Share on :
    Date: Nov 1, 2018    Views: 131

    ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆସନ୍ତା ୨୮ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପର ଉଦଘାଟନୀ ଉତ୍ସବ ୨୭ ତାରିଖରେ ଅନୁଷ୍ଠିତ ହେବ । ଏହି ଉତ୍ସବରେ ମୁଖ୍ୟ ଆକର୍ଷଣ ସାଜିବେ ଓସ୍କାର ବିଜେତା ତଥା ବିଶିଷ୍ଟ ସଂଗୀତ ନିଦେ୍ର୍ଧଶକ ଏ ଆର ରହେମାନ, ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ ଓ ଆଗଧାଡ଼ିର ଜଣେ ଅଭିନେତ୍ରୀ ।  ଉଦଘାଟନୀ ଉତ୍ସବ ପାଇଁ ଟିକେଟର ମୂଲ୍ୟ ୫୦୦ ଟଙ୍କା ରଖାଯାଇଥିବା ବେଳେ ଆସନ୍ତା ୧୫ ତାରିଖରୁ ଉଭୟ ଅଫଲାଇନ ଓ ଅନଲାଇନରେ ଟିକେଟ ବିକି୍ର ହେବ । ଏ ନେଇ ସୂଚନା ଦେଇଛନ୍ତି କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ବିଶାଳ ଦେବ । କଳିଙ୍ଗ ଷ୍ଟାଡିୟମ ଆଥଲେଟିକ ପଡ଼ିଆରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । 

    Maximum 500 characters

    ଖେଳ ଖବର View all

    Find Us on Facebook