Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ମା’ ହେଲେ ସାନିଆ ମିର୍ଜା

    Share on :
    Date: Oct 30, 2018    Views: 235

    ନୂଆଦିଲ୍ଲୀ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ମା’ ହୋଇଛନ୍ତି । ସେ ଏକ ପୁତ୍ର ସନ୍ତାନ ଜନ୍ମଦେଇଥିବା ଜଣାପଡ଼ିଛି । ସାନିଆଙ୍କ ସ୍ୱାମୀ ତଥା ପାକିସ୍ତାନର ର୍ପୂବତନ କି୍ରକେଟର ସୋଏବ ମଲ୍ଲିକ ଏ ସଂପର୍କରେ ନିଜର ଟ୍ୱିଟରରେ ଉଲ୍ଲେଖ କରିଛନ୍ତି । ତେବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ସେ କହିଛନ୍ତି । ଏହି ଖବର ପ୍ରଚାରିତ ହୋଇଥିବା ଉଭୟ ସାନିଆ ଓ ସୋଏବଙ୍କ ଫ୍ୟାନମାନଙ୍କ ମନରେ ଖୁସିର ମାହୋଲ ସୃଷ୍ଟି ହୋଇଛି । 

    Maximum 500 characters

    ବିଶେଷ View all

    Find Us on Facebook