Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଏନଟିପିସି କଣିହାରେ ଟବାକୋ-ଡିଆଡିକ୍ସନ କେନ୍ଦ୍ର ଉଦଘାଟିତ

    Share on :
    Date: Oct 28, 2018    Views: 328

    କଣିହା: ପାନ, ଗୁଟଖା ଓ ସିଗାରେଟ ଭଳି କୁଅଭ୍ୟାସ ଛାଡ଼ିବା ପାଇଁ ତାଳଚେର କଣିଆସ୍ଥିତ ଏନଟିପିସି ଠାରେ ଏକ ଟବାକୋ-ଡି ଆଡିକ୍ସନ କେନ୍ଦ୍ର ଗତ ୨୬ ତାରିଖ ଦିନ ଉଦଘାଟିତ ହୋଇଛି । ଏହାକୁ ଏନଟିପିସିର ମୁଖ୍ୟ ସାଧାରଣ ପରିଚାଳକ ସନ୍ତୋଷ ଜେମ୍ସ ଉଦଘାଟନ କରିଥିଲେ ।

    ଏହି କେନ୍ଦ୍ର ଦ୍ୱାରା ଏନଟିପିସିର କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପକୃତ ହେବେ । ପାନ, ଗୁଟଖା ଓ ସିଗାରେଟ ଛାଡ଼ିବା ପାଇଁ ଯେକେହି ଏହି କେନ୍ଦ୍ରରେ ନିଜ ନାମ ପଞ୍ଜିକରଣ କରିବା ପରେ କେନ୍ଦ୍ରରେ ନିଯୁକ୍ତ ଡାକ୍ତର ତାଙ୍କୁ କେଉନସେଲ କରିବାର କାର୍ଯ୍ୟକ୍ରମ ରହିଛି ।

    ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୧୫ ଜଣ ନିଜର ନାମ ପଞ୍ଜିକରଣ କରିଛନ୍ତି । ଏହି ଅବସରରେ ପାନ, ଗୁଟଖା ଓ ସିଗାରେଟ ଛାଡ଼ିଥିବା କର୍ମଚାରୀ ଓ ସ୍ଥାନୀୟ ଗ୍ରାମବାସୀଙ୍କୁ ପୁରସ୍କୃତ କରାଯାଇଥିଲା । 

    Read more

    ସନ୍ତୋଷ ଜେମ୍ସ ହେଲେ ଏନଟିପିସିର ନୂତନ ସିଜିଏମ

    ତାଳଚେର: ତାଳଚେର କଣିହାଁସ୍ଥିତ ଏନଟିପିସିର ନୂତନ ମୁଖ୍ୟ ସାଧାରଣ ପରିଚାଳକ(ସିଜିଏମ)ଭାବେ ସନ୍ତୋଷ ଜେମ୍ସ ଦାୟିତ୍ୱ ଗ୍ରହଣ କରିଛନ୍ତି । ପୂର୍ବରୁ ସେ ଓଡ଼ିଶାର ଦର୍ଲ୍ଲିପାଲିସ୍ଥିତ ସୁପର ଥର୍ମାଲ ପାୱାର ଷ୍ଟେସନର ମୁଖ୍ୟ ସାଧାରଣ ପରିଚାଳକଭାବେ କାର୍ଯ୍ୟ କରୁଥିଲେ ...

    Read more

    ଦର୍ଲିପାଲୀରେ ପଲିଟେକ୍‍ନିକ୍‍ କଲେଜ ପାଇଁ ଏନ୍‍ଟିପିସି ସହ ଚୁକ୍ତି ସ୍ୱାକ୍ଷରିତ

    ଭୁବନେଶ୍ୱର: ସୁନ୍ଦରଗଡ଼ ଜିଲ୍ଲା ଦର୍ଲିପାଲୀଠାରେ ପ୍ରତିଷ୍ଠା ହେବ ଏକ ଅତ୍ୟାଧୁନିକ ପଲିଟେକ୍‍ନିକ୍‍ କଲେଜ । ଏ ନେଇ  ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଦକ୍ଷତା ବିକାଶ ଓ ପ୍ରଯୁକ୍ତି ଶିକ୍ଷା ବିଭାଗ ଏବଂ ଏନ୍‍ଟିପିସି ...

    Read more

    ଓଡ଼ିଶାରେ ଏନଟିପିସି କରିନାହିଁ ଜନଶୁଣାଣି

     ଭୁବନେଶ୍ୱର : ସୁପର ଥର୍ମାଲ ତାପଜ ବିଦୁ୍ୟତ୍‌ ପ୍ରକଳ୍ପ ପାଇଁ ଏନଟିପିସି ଛତିଶଗଡ଼ରେ ଜନଶୁଣାଣୀ କରିଥିବାବେଳେ  ଓଡ଼ିଶାରେ କରିନାହିଁ । ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ୨୭ଟି ଗ୍ରାମ ପ୍ରଭାବିତ ହେବ । ବରଗଡ଼ ସାଂସଦ ଓ ବ୍ରଜରାଜନଗର ବିଧାୟିକା ମଧ୍ୟ ଉଦ୍‌ବେଗ ପ୍ରକାଶ ...

    Maximum 500 characters

    ଅର୍ଥନୀତି View all

    Find Us on Facebook