Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ୬୦୦ କର୍ମଚାରୀଙ୍କୁ ଦୀପାବଳୀରେ କାର ଉପହାର

    Share on :
    Date: Oct 25, 2018    Views: 416

    ନୂଆଦିଲ୍ଲୀ: ଆସନ୍ତା ଦୀପାବଳୀ ଅବସରରେ ଦେଶର ଜଣାଶୁଣା ହୀରା ବ୍ୟବସାୟୀ ସାବଜୀ ଢୋଲକିଆ ତାଙ୍କର ୬୦୦ ଜଣ କର୍ମଚାରୀଙ୍କୁ ଗୋଟିଏ ଲେଖାଏଁ କାର ଉପହାର ଦେବେ ।

    ନିଜ କର୍ମଚାରୀଙ୍କୁ ଦୀବାପଳୀ ସମୟରେ ଉପହାର ଆକାରରେ ଘର, କାର, ଅଳଙ୍କାର ଓ ବିଦେଶ ଭ୍ରମଣ ପରି ଉପହାର ଦେଇ ଚର୍ଚ୍ଚାରେ ଥିବା ଶ୍ରୀ ଢୋଲକିଆ ଗତ ଅଗଷ୍ଟ ମାସରେ ତାଙ୍କ କମ୍ପାନୀରେ କାର୍ଯ୍ୟକରୁଥିବା ୩ ଜଣ କର୍ମଚାରୀଙ୍କୁ ୩ କୋଟି ଟଙ୍କା ବ୍ୟୟରେ ୩ଟି ମର୍ସିଡେଜ ବେଞ୍ଜ କାର ଉପହାର ଦେଇ ଚର୍ଚ୍ଚାରେ ରହିଥିଲେ ।

    ହରେକୃଷ୍ଣ ଏକ୍ସପୋର୍ଟ କମ୍ପାନୀର ମାଲିକ ଶ୍ରୀ ଢୋଲକିଆ ଦାମୀ ଦୀପାବଳୀ ଉପହାର ଓ ବୋନସ ନେଇ ଚର୍ଚ୍ଚାରେ ରହିଆସିଛନ୍ତି । ଏହା କମ୍ପାନୀର ଏକ ବାର୍ଷିକ ପରମ୍ପରାରେ ପରିଣତ ହୋଇଛି । 

    Read more

    ବିଶ୍ୱର ସବୁଠୁ ଲମ୍ବା କାର-ଲିମୋଜିନ

    ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ସ୍ୱପ୍ନଟିଏ ଥାଏ କିପରି ସେ ଏକ ସୁନ୍ଦର ଗାଡ଼ିର ମାଲିକ ହେବେ । ଯେଉଁଥିରେ ତାଙ୍କର ପୁରା ପରିବାର ବୁଲିଯାଇପାରିବେ  । କିଛି ବ୍ୟକ୍ତି ଚାହାନ୍ତି ସେ ଏମିତି ଏକ ଗାଡ଼ି କିଣିବେ ଯାହା ଅନ୍ୟ କାହା ପାଖରେ ନଥିବ । କାରଣ ସ୍ୱପ୍ନ ତ ଅନେକ ...

    Read more

    ସମସ୍ତ କାରରେ ଏୟାରବ୍ୟାଗ୍, ସ୍ପିଡ ଆର୍ଲଟ ଓ ପାର୍କିଂ ସେନ୍ସର ଜରୁରୀ


    ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଜୁଲାଇ ୧ ତାରିଖ ପରେ ଦେଶର ସମସ୍ତ କାରରେ ଏୟାର ବ୍ୟାଗ୍, ସିଟ୍ ବେଲଟ୍ ରିମାଇଣ୍ଡର, ଘଣ୍ଟା ପ୍ରତି ୮୦ କିଲୋମିଟର ବେଗରୁ ଅଧିକ ବେଗଗାମୀ ନିମନ୍ତେ ଆର୍ଲଟ ସିଷ୍ଟମ, ରିଭର୍ସ ପାର୍କିଂ ଆଲର୍ଟ ନିହାତି ଦରକାରୀ ହୋଇଯିବ । କାରଣ ଏସବୁକୁୁ କାରରେ ...

    Read more

    ମନ୍ତ୍ରୀଙ୍କ ପାଇଁ ୧୦୦୦ ଇଲେକ୍ଟ୍ରି କାର ଆଣିବେ ସରକାର

    ନୂଆଦିଲ୍ଲୀ: ପରିବେଶ  ପ୍ରଦୂଷଣରୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରୁଛନ୍ତି । ସରକାର ମନ୍ତ୍ରୀ ଏବଂ ଅମଲା କର୍ମଚାରୀଙ୍କ ପାଇଁ ଇଲେକ୍ଟ୍ରି କାର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏନେଇ ପେଟ୍ରୋଲିୟମ ପଦାର୍ଥ ଆବଶ୍ୟକତା କରୁଥିବା ଶ୍ରେଷ୍ଠ ...

    Maximum 500 characters

    ବିଶେଷ View all

    Find Us on Facebook