Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଝିଟିପିଟି କେଉଁଠି ପଡ଼ିଲେ ଶୁଭ ଓ ଅଶୁଭ

    Share on :
    Date: Oct 24, 2018    Views: 259

    ପଲ୍ଲୀ ବା ଝିଟିପିଟି ପଡ଼ିଲେ ବିଭିନ୍ନ ପ୍ରକାର ଭଲ ମନ୍ଦ ଫଳାଫଳର ସାମ୍ନା କରିବାକୁ ପଡ଼ିଥାଏ । ମୁଣ୍ଡରେ ପଡ଼ିଲେ ରାଜସୁଖ ଲାଭ ହୁଏ । କାନରେ ପଡ଼ିଲେ ଅଳଙ୍କାର ଲାଭ ହୁଏ । ଛାତି ପଞ୍ଜରା ବା ଆଖିରେ ପଡ଼ିଲେ ବନ୍ଧୁ ମିଳନର ସୁଖ ମିଳିଥାଏ । ନାକରେ ପଡ଼ିଲେ ସୁଗନ୍ଧିତ ଦ୍ରବ୍ୟ ଲାଭ ହୁଏ । ମୁହଁରେ ପଡ଼ିଲେ ସୁଖାଦ୍ୟ ଭୋଜନ ଓ ମିଷ୍ଠାନ ଲାଭ ହୁଏ । ସେହିପରି କଣ୍ଠରେ ପଡ଼ିଲେ ଅର୍ଥାଗମ ହୋଇଥାଏ । ବ ାମ ଓ ଡାହାଣ ବାହୁରେ ପଡ଼ିଲେ ମାନସିକ ଆନନ୍ଦ ମିଳିଥାଏ । ହାତ ବା କରତଳରେ ପଡ଼ିଲେ ଅର୍ଥ ଲାଭ ହୋଇଥାଏ । ହୃଦୟରେ ପଡ଼ିଲେ ସ୍ୱାମୀ ଓ ସ୍ତ୍ରୀ ସୁଖ ମିଳିଥାଏ । ପିଠିରେ ପଡ଼ିଲେ ଭୂସଂପତି ଲାଭ ହୋଇଥାଏ । ଅଂଟାରେ ପଡ଼ିଲେ ନୂତନ ବସ୍ତ୍ର ଲାଭ ଓ ଗୁହ୍ୟଦ୍ୱାରରେ ପଡ଼ିଲେ ମୃତୁ୍ୟ ଯୋଗ ହୋଇଥାଏ । ଜାନୁରେ ପଡ଼ିଲେ ଅର୍ଥ କ୍ଷୟ ହୋଇଥାଏ । ସାମନାରେ ପଡ଼ିଲେ ଯାନବାହନ ଲାଭ ଓ ପାଦରେ ପଡ଼ିଲେ ଦେଶ ଭ୍ରମଣ ଯୋଗ ଥାଏ । 

    Maximum 500 characters

    ବିଶେଷ View all

    Find Us on Facebook