Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଏସବିଆଇ ଗ୍ରାହକଙ୍କ ପାଇଁ ନୂଆ କଟକଣା

    Share on :
    Date: Oct 20, 2018    Views: 635

    ନୂଆଦିଲ୍ଲୀ : ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜ ଗ୍ରାହକଙ୍କ ପାଇଁ ନୂଆ କଟକଣା ଲଗାଇବାକୁ ଯାଉଛି  । ଟଙ୍କା ଉଠାଣ ଉପରେ ଏସବିଆଇ କଟକଣା ଲଗାଇବ  । ଅକ୍ଟୋବର ୩୧ରୁ ଲାଗୁ ହେବାକୁ ଥିବା ଏହି ନୂଆ କଟକଣା ଏବେ ଗ୍ରାହକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି  । ନୂତନ ନିୟମ ଅନୁସାରେ ଗୋଟିଏ ଦିନରେ ଏସବିଆଇ ଗ୍ରାହକମାନେ ୨୦ ହଜାର ଟଙ୍କା ହିଁ ଉଠାଇପାରିବେ  । ଏବେ ୪୦ ହଜାର ଟଙ୍କାର ସୀମା ରହିଥିବାବେଳେ ତାହାକୁ ଅଧା ଖସାଇ ଦିଆଯିବାକୁ ଯାଉଥିବାରୁ ଗ୍ରାହକଙ୍କ ମନରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି  । କ୍ୟାସଲେସ ଟ୍ରାଞ୍ଜାକ୍ସନକୁ ପ୍ରୋତ୍ସାହିତ କରିବା ପାଇଁ ଏସବିଆଇ ଏଭଳି ଯୋଜନା କରିଛି  । 

    Maximum 500 characters

    ଅର୍ଥନୀତି View all

    Find Us on Facebook