Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆପଣ ନିଶାଦ୍ରବ୍ୟ ଖାଉଥିଲେ...

    Share on :
    Date: Oct 15, 2018    Views: 183

    ମଣିଷର ଚରିତ୍ରଗଠନ ଓ ସ୍ଖଳନ ପାଇଁ ନିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଜଣେ ଛୋଟଛୋଟ ଚୋରି କରୁ କରୁ ଯେପରି ମହାଚୋର ଓ ଡକାୟତରେ ପରିଣତ ହୁଏ ଠିକ ସେହିପରି ଜଣେ ସାମାନ୍ୟ ନିଶା ଅଭ୍ୟାସ କରୁକରୁ ଏଭଳି ନିଶାସକ୍ତ ହୋଇପଡେ଼ ଯେ ତା’ କବଳରୁ ନିଜକୁ ଆଉ ମୁକ୍ତ କରିପାାରେନାହିଁ । ସେହି ନିଶା ହିଁ ତା’ର ଅଧଃପତନ ଏବଂ ମୃତୁ୍ୟର କାରଣ ହୋଇଥାଏ । 
    ନିଶା ଅଭ୍ୟାସରେ ପରିଣତ ହୋଇଗଲେ
    ଏହା ବିନାଶ ମୂଳକ
    ଧ୍ୱଂସର ପରିଚାୟକ
    ଚୋରି, ହତ୍ୟା, ବେଶ୍ୟାଗମନ, ପାନ, ବିଡ଼ି, ମଦ, ହାଣ୍ଡିଆ, ତାଡ଼ି, ଗଂଜେଇ, ଚରସ ଆଦି ସେବନ ଅଭ୍ୟାସଗତ ନିଶା
    ଏହା ଅପରାଧ ପ୍ରବଣତା ବଢ଼ାଏ
    ନିଶାସକ୍ତ ବ୍ୟକ୍ତି ନିଜ ଆୟତରେ ନଥାଏ
    ବିବେକ, ବୁଦ୍ଧି ଓ ବିଚାର ଶକ୍ତି ହରାଏ
    ନିଶା ପାଇଁ ଘରଦ୍ୱାର, ପରିବାର, ସଂପତିକୁ ବାଜି ଲଗାଏ । 
    ପାରିବାରିକ ଅଶାନ୍ତି ଆଣେ
    ସୁନାଘର ଚୁନାହୁଏ
    ଆର୍ଥିକ କ୍ଷତି ଘଟେ । 
    କ୍ୟାନସର, ଟିବି, ଉଚ୍ଚ ରକ୍ତଚାପ, ଶ୍ୱାସ, ମେଦବୃଦ୍ଧି ଆଦି ରୋଗ ହୁଏ
    ଅକାଳ ବାର୍ଦ୍ଧକ୍ୟ ଗ୍ରାସକରେ ।

    ନିଶା ଛାଡ଼୍ିବା ପାଇଁ ଏହି ଉପାୟ ଅବଲମ୍ବନ କରନ୍ତୁ:
    ଦୃଢ଼ ପ୍ରତିଜ୍ଞ ହେବେ ।
    ଇଚ୍ଛାଶକ୍ତି ବଢ଼ାଇବେ ।
    ଆଧ୍ୟାତ୍ମିକ ରାସ୍ତାରେ ଚାଲିବେ ।
    ସୁମଧୁର ସଙ୍ଗୀତ ଶୁଣିବେ ।
    ପରିବାର ପ୍ରତି ଧ୍ୟାନ ଦେବେ ।
    କୁସଙ୍ଗ ତ୍ୟାଗ କରିବେ ।
    ନିଜକୁ ଚିନ୍ତାମୁକ୍ତ କରିବେ । 
    ଆତ୍ମସଚେତନତ ହେବେ । 
    ବିକଳ୍ପ ଚିନ୍ତା କରିବେ ।
    ଅଧିକ ପାଣି ପିଇବେ । 
    କର୍ମଚଚଂଳ ରହିବେ । 
    ସତସଙ୍ଗ କରିବେ ।

    Maximum 500 characters

    ବିଶେଷ View all

    Find Us on Facebook